ଶ୍ରୀଲିଙ୍ଗରାଜ ଖାଡ଼ା ଉପାସ : ହୋଇପାରିଲାନି ପବିତ୍ରାରୋପଣ

ପୁରୁଣା ଭୁବନେଶ୍ୱର : ଗତବର୍ଷ ପରି ଆଜି ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତିରେ ବିଭ୍ରାଟ ହୋଇଛି। ଫଳରେ ମହାପ୍ରଭୁଙ୍କ ପବିତ୍ରାରୋପଣ ନୀତି ହୋଇପାରିନଥିଲା। ଏଥିସହ ସେବାୟତଙ୍କ ନୀତି ବନ୍ଦ ଯୋଗୁଁ ଠାକୁର ଦିନ ତମାମ ଖାଡ଼ା ଉପାସ ରହିଥିଲେ। ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦ ଯୋଗୁଁ ଗତକାଲିଠାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର ସକାଳୁ ମନ୍ଦିରରେ ପହୁଡ଼ ଖୋଲିବା ପରେ ମଙ୍ଗଳ ଆଳତି ନୀତି … Continue reading ଶ୍ରୀଲିଙ୍ଗରାଜ ଖାଡ଼ା ଉପାସ : ହୋଇପାରିଲାନି ପବିତ୍ରାରୋପଣ